ସାହିତ୍ୟାଗାର
ଏହି ସାହିତ୍ୟ ଘରୁ ଆପଣ ସୁମଧୁର ସୁରରେ ସାହିତ୍ୟ ଆବୃତ୍ତି,କବିତା ଆଲୋଚନାର ଆସର,ନୂତନ ସାହିତ୍ୟ ସୃଷ୍ଟିର ଖବର,କୁନି ପିଲାଙ୍କ ପାଇଁ ଗପ,ରୋମାଞ୍ଚକର କାହାଣୀ,କବିମାନଙ୍କ ଜୀବନ କାହାଣୀ,ସାହିତ୍ୟ ସମ୍ବନ୍ଧିତ ସମସ୍ତ ନୂତନ ଖବର ପାଇ ପାରିବେ । ଆମେ ଆପଣଙ୍କ ଅନୁରୋଧ ଅନୁସାରେ ଭିଡିଓ ଗୁଡିକୁ ଆପଣ ମାନଙ୍କ ପାଖରେ ପହଞ୍ଚାଇବାକୁ ସବୁବେଳେ ଚେଷ୍ଟା କରିବୁ ।
ଆସନ୍ତୁ ଆମ ଭାଷା ପାଇଁ ଗର୍ବିତ ହେବା, ସାହିତ୍ୟ ଜାଣିବା,ସାହିତ୍ୟ ପଢ଼ିବା,ସାହିତ୍ୟ ଆଲୋଚନା କରିବା, ସାହିତ୍ୟ ଆବୃତ୍ତି କରିବା....
ଆମ ସାହିତ୍ୟକୁ ଆଜିକାର ଆଧୁନିକ ଯୁଗରେ ଆଉ ପାଦେ ଆଗେଇ ନେବା ।
ଆପଣ ଯଦି କୌଣସି ଭିଡ଼ିଓ ଖୋଜୁଛନ୍ତି ତେବେ ଆମକୁ ନିଶ୍ଚୟ COMMENT କରିବେ ।
ଆମେ ଚେଷ୍ଟା କରିବୁ ଆପଣଙ୍କ ପାଇଁ ଭିଡିଓଟି ଆଣି ଦେବାପାଇଁ...🥰
ଆମ ସହ ଯୋଡ଼ି ହୋଇ ରହିବେ ବୋଲି ବହୁତ୍ ଆଶା ରଖିଛୁ 🙏
ଆମ ଚାନେଲର ନାଁର ଅର୍ଥ ହେଉଛି ସାହିତ୍ୟର ଘର ।
ସାହିତ୍ୟାଗାର= ସାହିତ୍ୟ + ଆଗାର (ଘର)
ଜୟ ଜଗନ୍ନାଥ ⭕❗⭕ ଜୟ ଜଗନ୍ନାଥ
🙏🙏🙏🙏🙏🙏🙏🙏🙏🙏🙏
LIKE👍 COMMENT ✍️SHARE 👉SUBSCRIBE 😊