ଜ୍ଞାନ ହେଉଛି ଅସରନ୍ତି ଭଣ୍ଡାର । ସମୁଦ୍ର ସଦୃଶ । ଦେବତାଗଣ ଓ ରାକ୍ଷସଗଣ ମିଶି ସମୁଦ୍ର ମନ୍ଥନ କରିଲେ ବୋଲି ଧନଦାତ୍ରୀ ଲକ୍ଷ୍ମୀ, ଜ୍ୟୋସ୍ନା ପ୍ରଦାୟକ ଚନ୍ଦ୍ର, ଅମୃତ, କାମଧେନୁ, ଅଶ୍ଵ ଆଦି ପ୍ରାପ୍ତ ହେଲେ।
ସେହିପରି ଆମେମାନେ ମଧ୍ୟ ଜ୍ଞାନ ରୂପକ ସମୁଦ୍ରକୁ ମନ୍ଥନ କରି ବହୁତ ବିଷୟ ପ୍ରାପ୍ତ ହେବା ।
ପରୀକ୍ଷା ଉପଯୋଗୀ ବିଷୟ ତଥା ପ୍ରଶ୍ନଗୁଡିକ ଏଠାରେ ପଢାଯିବ ।
Sanskrit Odia